ଅଘରିଆ ଏପ୍

ଅଘରିଆ ଏପ୍
ଅଘରିଆ ଏପ୍
ଅଘରିଆ ଏପ୍
ନିଜ ମନର କଥା ନିଜ ଭାଷାରେ ମୋବାଇଲରେ ଲେଖିବା, ଆଉ ତାକୁ ନିଜ ପରିଜନମାନଙ୍କୁ ବା ସାଙ୍ଗମାନଙ୍କୁ ପଠାଇବା, ଏ କଥା କିଏ ନ ଚାହେଁ? ଆମ ସମସ୍ତଙ୍କ ପାଖରେ କିଛି ନା କିଛି କଥା ଅଛି ଲେଖିବାକୁ, କିନ୍ତୁ କିଛି ଉପକରଣ ନ ଥିଲା। ଏବେ ସେଇ କଥାକୁ ଆରାମରେ ଲେଖିବା ଖାଣ୍ଟି ଓଡ଼ିଆ ଅକ୍ଷରରେ। ଏହି ଅଘରିଆ ଏପ୍‍ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜ ଭାଷାରେ ସନ୍ଦେଶ ପଠାଇବା। ଆଗେ ସବୁ କାମ ଡିଜିଟାଲ ମାଧ୍ୟମରେ ନିଜ ଭାଷାରେ କାମ କେମିତି କରିବା ସେଇ ଉପକରଣ ଉପଲବ୍ଧ କରାଇବା ଏବଂ ଆମ ଅଘରିଆକୁ ଭାଷାକୁ ବଞ୍ଚାଇବା ଓ ଅଘରିଆ ଭାଷାର ମାନ୍ୟତା ପାଇଁ ଉପାୟ ଆରମ୍ଭ କରିବା। ପୁନାରେ ହୋଇଥିବା ନୂଆଁଖାଇ ପର୍ବ ଦିନ ଏହି ଅଘରିଆ ଏପ୍‍କୁ ରିଲିଜ୍ କଲେ ଶ୍ରୀଯୁକ୍ତ ମିତ୍ରଭାନୁ ପଟେଲ, ଶ୍ରୀଯୁକ୍ତ ତୁଲାନନ୍ଦ ପଟେଲ, ଶ୍ରୀମତୀ ସୁଜାତା ପଟେଲ, ଶ୍ରୀମତୀ ଆରତୀ ପଟେଲ, ଶ୍ରୀମତୀ ସରୋଜିନୀ ପଟେଲ ଏବଂ ପୁନାରେ ଥିବା ଅଘରିଆ ବାସୀ । ଆସ ଆମର୍ ଅଘରିଆ ଭାଷାଥି ମେସେଜ୍ କର୍‌ବୋ।

What's Your Reaction?

like

dislike

love

funny

angry

sad

wow